Friday, March 31, 2017

ଆଖିରୁ ଗଲେ ମନରେ ଥାଏ

ଯାହାକୁ ଯିଏ
ଭଲ ପାଏ
ଆଖିରୁ ଗଲେ 
ମନରେ ଥାଏ

ରୂପଠୁ ସୁନ୍ଦର ମନ

ରୂପଠୁ ସୁନ୍ଦର ମନ
ମନଠୁଁ ସୁନ୍ଦର ଵିଵେକ
ମନ କି ଵିଵେକ ଯାହାର ନାହିଁ
ସେତ ଚର୍ମରେ କବକ(ଜାଦୁ)

Thursday, March 16, 2017

ମାଆର ପଣତ

ଵାପା ଉପଦେଶ
ମାଆ ପଣତ
କିଏଵା ନଝୁରେ
ସତ କହତ

In mother tongue

Father advice 
In mother tongue
All who got 
Are really strong

Friday, March 10, 2017

Sunday, March 5, 2017

GOVT enjoy tax

People enjoy alcohol
GOVT enjoy tax
Who is at fault 
Please don't ask

If you can steal a mind

Stealing is not bad
If you can steal a mind
It binds strangers
Unites own kind

Committed makes a life

Sun makes a day
Star only blinks 
Committed makes a life
Neither strength or nor tricks

ପ୍ରେମିକ ଚୋରାଏ ମନ

ପ୍ରେମତ ନପାରେ ଜଗି
ପ୍ରେମିକ ଚୋରାଏ ମନ
ନିଦତ ନପାରେ ଚେଇଁ
ଚୋର ଚୋରିକରେ ଧନ