ଧର୍ମ ନିଶ୍ଚିତ ଚାହିଁବ ପରୀକ୍ଷା
ସତ୍ୟ ନିଶ୍ଚିତ ଲୋଡ଼ିବ ସାକ୍ଷୀ
ବିବେକ ମାପିବ ଧର୍ଯ୍ୟର ସୀମା
ଏଇତ ଜୀବନରେ ପ୍ରାଣ ପକ୍ଷୀ
Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
ଧର୍ମ ନିଶ୍ଚିତ ଚାହିଁବ ପରୀକ୍ଷା
ସତ୍ୟ ନିଶ୍ଚିତ ଲୋଡ଼ିବ ସାକ୍ଷୀ
ବିବେକ ମାପିବ ଧର୍ଯ୍ୟର ସୀମା
ଏଇତ ଜୀବନରେ ପ୍ରାଣ ପକ୍ଷୀ
If you are really good
Chance shapes better
Mud becomes earthen
With the touch of a potte
କେତେ ଭଲ ତ ପାଏ ତୁମକୁ
ଜଣେଇବାକୁ ଭାରି ଇଛା ମୋର
ଭାଷା ତ ଦୁଇ ତିନିଟା ଜାଣିଛି
ହେଲେ ଶବ୍ଦର ଅଭାବ ଘୋର
Do not waste time to find
Who wrote the love letter
Only one is thinking that
Among all you are better
କେତେ ଯେ ଅକୁହା କଥା
ମନ ଗଣ୍ଠିଲିରେ ଅଛି ଭରି
ମଶାଣି ଘାଟକୁ ସବୁ ମନା
ତୁମକୁ କହି କହି ଦେଵି ସାରି
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ
ଯିଏ ଉପର ଆଡୁ ହେବ ପ୍ରଥମ
ଦଳ ଜିତିଲେ ସଭିଙ୍କୁ ମିଳେ ଭାଗ
ଜନତାଙ୍କର ଅଦ୍ଭୁତ ନେତା ପ୍ରେମ
ତୁମେ ସତରେ ଦେଖିବାକୁ ଭାରି ଭଲ
ତୁମ ହାତ ଗୁଡାକ ବି ଭାରି ନରମ
କିନ୍ତୁ ତୁମ ହାତରେ ଇଞ୍ଜେକ୍ସନ ଦେଖିଲେ
ମୋଟା ବୁଦ୍ଧିଆ ବି ପଡ଼ିଯାଏ ନରମ
ପରୀକ୍ଷା ବେଳେ ଯଦି ବିଜୁଳି ଗଲା
ପରୀକ୍ଷାର୍ଥୀଙ୍କ ଅବସ୍ଥା କଥା ଭାବ
ପ୍ରକୃତରେ ଯିଏ ଚୋର ହୋଇଥିବ
ଅନ୍ଧାର ତା ପାଇଁ ଶୁଭ ଆଉ ଲାଭ
Follow the path of truth
Even if it leads to the forest
Walking is good for health
Will prevent cardiac arrest
You are so much powerful
I see ,carrying an exit ticket !
Could have saved money?
You have a large pocket !
Look at your mirror
Meet the true friend
Who won't leave alone
Till journey comes to end
There are things
Those never return
Whether give rose
Cook chicken mutton
ମୋର ଯେତିକି କ୍ଷମତା ଅଛି
ଯଦି ଆଉ ଥାନ୍ତା କିଛି ଅଧିକା
ରାବଣ ତ ସୀତା ଚୋରି କଲା
ମୁଁ ଚୋରି କରିଥାନ୍ତି ରାଧିକା