Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Wednesday, November 30, 2022
ପଶୁକୁ ଦେଲୁ ଚାରି ଗୋଟି ପାଦ
ପଶୁକୁ ଦେଲୁ ଚାରି ଗୋଟି ପାଦ
ପକ୍ଷୀକୁ ଦେଲୁ ଦୁଇ ଗୋଟି ଡେଣା
ମୋତେ ଦେଲୁ ଦୁଲର୍ଭ ମଣିଷ ଜନ୍ମ
ମନ ମୋ ତୋତେ ଭେଟିବାକୁ ବଣା
Tuesday, November 29, 2022
Monday, November 28, 2022
Sunday, November 27, 2022
On your this happy Birthday
On your this happy Birthday
I am pressing wish buttons
Being so kind and lovely
Let all are happy returns
ଯିଏ ସ୍ତନରେ ସଞ୍ଚଇ ଉଷୁମ କ୍ଷୀର
ଯିଏ ସ୍ତନରେ ସଞ୍ଚଇ ଉଷୁମ କ୍ଷୀର
ମାତୃ ଗର୍ଭରେ ବଢୁଥିବା ଶିଶୁ ପାଇଁ
ଏମିତି ସମ୍ପୂର୍ଣ ଦୟାଳୁ ଜଗନ୍ନାଥଙ୍କୁ
ଦେଖିବି ବହୁ ଦୂରରୁ ଆସିଛି ଧାଇଁ
Saturday, November 26, 2022
I came across a calcium nodule
I came across coronary calcium nodule
It was exactly looking like a beautiful pearl
It tried hard to solve the puzzle
It was like love in air with dream my girl
Friday, November 25, 2022
Thursday, November 24, 2022
Wednesday, November 23, 2022
When seen from very far
When seen from very far
All flowers are colourless
When seen in the postmortem
All are just blood and flesh
Tuesday, November 22, 2022
Sunday, November 20, 2022
ଭୂମିକୁ ପୁରା ଓଦା କରେ ବର୍ଷା
ଭୂମିକୁ ପୁରା ଓଦା କରେ ବର୍ଷା
ମଣିଷକୁ ବେଶୀ ଶିଖାଏ ଅନୁଭବ
ହୃଦୟକୁ ଅଖଣ୍ଡ ଶାନ୍ତିଦିଏ ଭଜନ
ଉଦ୍ଭାବନକୁ ହିଁ ଜନ୍ମଦିଏ ଅଭାବ
Saturday, November 19, 2022
Friday, November 18, 2022
ବିଲରୁ ଖଳା ଖଳାରୁ ବିଲ କେତେ ଭାର ବହୁଥିଲ
ବିଲରୁ ଖଳା ଖଳାରୁ ବିଲ କେତେ ଭାର ବହୁଥିଲ
ବାପା ଆଜି ଭାରି ଭାରି ମନେ ପଡେ ତୁମ କଥା
ଗୋଡ଼ ଚିପିଦେବି କହିଲେ କହୁଥିଲ ପଢ଼ ପଢ଼
ତୁମ ଗୋଡ଼ କଣ କେବେ ହେଉ ନ ଥିଲା ବଥା
Thursday, November 17, 2022
ପ୍ରଭୁ ତୁମେ ବୃକ୍ଷର ମହୁ ଫଣା
ପ୍ରଭୁ ତୁମେ ବୃକ୍ଷର ମହୁ ଫଣା
ଏ ଦାସ ତଳେ ପଡିଥିବା ବୁନ୍ଦା
ଭାଗ୍ୟେ ନାହିଁ ହେବା ପଞ୍ଚାମୃତ
କେବଳ ସେବିବି ପିମ୍ପୁଡି ଜନ୍ଦା
Wednesday, November 16, 2022
କିଏ କାହାକୁ ଯେ ବେଶୀ ଭଲ ପାଏ
କିଏ କାହାକୁ ଯେ ବେଶୀ ଭଲ ପାଏ
ବଂଶୀଧାରୀ ତୁମେ ଜାଣଥିବ ବେଶି
ସତରେ ପ୍ରଭୁ ମୁଁ ସବୁକିଛି ଭୁଲିଯାଏ
କେଉଁଠୁ ବଂଶୀ ଧ୍ୱନି ଆସିଲେ ଭାସି
ଚକ୍ର ପାଣି ଆର୍ତ୍ତ ଭଞ୍ଜନ
ଚକ୍ର ପାଣି ଆର୍ତ୍ତ ଭଞ୍ଜନ
ବେଣୁ ପାଣି ହୃଦୟ ଚନ୍ଦନ
ବୀଣା ପାଣି ମହାବିଦ୍ୟା
ଧନୁ ପାଣି ଗର୍ବ ଗଞ୍ଜନ
Tuesday, November 15, 2022
Monday, November 14, 2022
Sunday, November 13, 2022
Saturday, November 12, 2022
Let every donation be a relief
Let every donation be a relief
Let every word be very soft
Let every justice bring light
Let every effort bring comfort
Friday, November 11, 2022
Thursday, November 10, 2022
Wednesday, November 9, 2022
ମାଠିଆ ନ ପୁରିଲା ଭୂମି ଓଦା ହେଲା
ମାଠିଆ ନ ପୁରିଲା ଭୂମି ଓଦା ହେଲା
ମୁଁ ତ କଣା ମାଠିଆରେ ଭରିଲି ଜଳ
ଆଶା ନ ମେଣ୍ଟିଲା ବୟସ ସରିଲା
ବଡ଼ ଅଭାବି ସଂସାର ହରିଲା ବଳ
Tuesday, November 8, 2022
ମୃଦଙ୍ଗ କିଣିଲି କରତାଳ କିଣିଲି
ମୃଦଙ୍ଗ କିଣିଲି କରତାଳ କିଣିଲି
ସଂକୀର୍ତନ ପାଇଁ କିଣିଲି ମୁଲିଆ
ଭାବରେ ମନ ଓଦା ହେବା ଆଗୁ
କିଣା କୀର୍ତ୍ତିନିଆ ହେଲେ ହାଲିଆ
Monday, November 7, 2022
Sunday, November 6, 2022
କାହାକୁ ହେ ଅପଲକରେ ଅପେକ୍ଷା
କାହାକୁ ହେ ଅପଲକରେ ଅପେକ୍ଷା
କାହାର ଏଡ଼େ ବଡ଼ ଭାଗ୍ୟ ହେବ
ସେ ଭାବ ନା ଭକ୍ତି ନା ସେ ପ୍ରାରବ୍ଧ
ହେ ଇଛାମୟ କାହାକୁ ଦର୍ଶନ ଦେବ
ଆଜି ଯେତେବେଳେ ପଛକୁ ଚାହିଁଲି
ଆଜି ଯେତେବେଳେ ପଛକୁ ଚାହିଁଲି
ପ୍ରାୟ ସମସ୍ତେ କର୍ମ ପିଛା ଧରିଥିଲେ
କିଏ କିଏ ଲାଗୁଥିଲେ ପୁରା ଭେଣ୍ଡିଆ
କିଏ କିଏ ଏବେ ବି ବେହୋସ ଥିଲେ
Subscribe to:
Posts (Atom)

















































