Monday, December 31, 2018

Friday, December 28, 2018

ଇଏ କହିଲା ସିଏ ଖରାପ ଭାଇ ସିଏ କହିଲା ଇଏ

ଇଏ କହିଲା ସିଏ ଖରାପ
ଭାଇ ସିଏ କହିଲା ଇଏ
ଏଗୁଡାକ ତୁଛା ମୁଣ୍ଡ ବ୍ୟଥା
ସାହା ନହେଲେ କିଏ




ତୁମ ଅଗଣାରେ ଚମ୍ପା ଫୁଟିଲେ ଆମ ଅଗଣାଟା ମହକି ଉଠେ

କଅଁଳ ଶିଶୁର ଦରୋଟି ଭାଷା
ହସ ଆଣିଦିଏ ଶତ୍ରୁ ଓଠେ
ତୁମ ଅଗଣାରେ ଚମ୍ପା ଫୁଟିଲେ
ଆମ ଅଗଣାଟା ମହକି ଉଠେ




Tuesday, December 25, 2018

If you are strong It is because of your heart and lung

If you are really strong 
It is because of your heart and lung
If you are too talent 
Your brain  controls your tongue




What does either love It is human's virtue

Lord Rama is a statue
Load Jesus is also a statue
What does either love
It is human's virtue




Sunday, December 23, 2018

Good offer does not walk home Unless you deserve it


A good person is rare to meet
A talent is difficult to beat
Good offer does not walk home
Unless you deserve it








English left India Offered Indian one trick

English left India
Offered Indian one trick
"If you want to build a house
Steal other's brick"



Saturday, December 22, 2018

ଅଳିଆ ଉପରେ ଲଦିଲେ ହୁଅଇ ଅଳିଆ ଗଦା

ଅଳିଆ ଉପରେ ଲଦିଲେ
ହୁଅଇ ଅଳିଆ ଗଦା
ଗୋଟିଏ ମାତ୍ର ଦିଆସିଲ୍ କାଠିରେ
ସବୁ କିଛି ହୁଏ ପଦା





Tuesday, December 18, 2018

ଦୂର ଯାତ୍ରା ଯିବ ଗାଡିରେ

ଦୂର ଯାତ୍ରା ଯିବ ଗାଡିରେ
ପିମ୍ପୁଡି ଚାଲନ୍ତି ଧାଡିରେ
ନ୍ଯ଼ାଯ଼ର ବାଟ ତ ଗୋଟିଏ
ଥାଉକି ନଥାଉ ଦାଢିରେ




Monday, December 17, 2018

Heart is your fist size

Fits in your fist
But pumps blood of whole body
That’s heart for you
Hold  this knowledge steady




ଗାନ୍ଧୀବୁଢା ମରି ସତୁରି ପୂରିଲା ମଦ ନ ହୋଇଲା ବନ୍ଦ

ଗାନ୍ଧୀବୁଢା ମରି ସତୁରି ପୂରିଲା
ମଦ ନ ହୋଇଲା ବନ୍ଦ
ନେତାମାନେ ଆମ କେଡେ ପାରିବାର
ଏ ଜନତାଏ ବି କେଡେ ମନ୍ଦ !!!!







ଯେଉଁମାନେ ହେଲେ ଦୁଃଖର ସାଥୀ ମରିବି ଅମର ହେଲେ

ଯେଉଁମାନେ ହେଲେ ସୁଖର ସାଥୀ
ମାଟିରେ ମିଳେଇ ଗଲେ
ଯେଉଁମାନେ ହେଲେ ଦୁଃଖର ସାଥୀ
ମରିବି ଅମର ହେଲେ





Sunday, December 16, 2018

Patient wants cell number

Patient wants cell number !
Patient wants outside consultation !
If you are government doctor,
What is your solicitation?



Thursday, December 13, 2018

Monday, December 3, 2018

You would be paid if you are right

Morning does not show day
You have to fight
You would be paid in the evening
Only if you are right