Thursday, February 28, 2019

Sunday, February 24, 2019

Wrong behaves like bulldozer

When wrong closes to wrong
Wrong behaves like bulldozer
Only destruction is the yield
The mix is a bad merger 



   

Thursday, February 21, 2019

ପାଳଭୂତ ଡରାଏ ନାହିଁ ଡରାଏ ନିଜର ଭଯ଼

ପାଳଭୂତ ଡରାଏ ନାହିଁ
ଡରାଏ ନିଜର ଭଯ଼
ଅବାଟରେ ଚାଲୁଥିଲେ
ହୁଏନି କେବେ ଜଯ଼

Wednesday, February 20, 2019

ନାହିଁ ମୋ ସ୍ନାତ୍ତକ ପଦବୀ ପାଇନି କେବେ ମେଧାବୃତ୍ତି


ନାହିଁ ମୋ ସ୍ନାତ୍ତକ ପଦବୀ
ପାଇନି କେବେ ମେଧାବୃତ୍ତି
ଭାଙ୍ଗେ ଗଢେ ମୁଁ ସମ୍ବିଧାନ
ବୃତ୍ତି ମୋହର ରାଜନିତୀ




ତୁମ ପାଖକୁ ଯିବିନି ତୁମର କେତେ ଦୁଃଖ!

ତୁମ ପାଖକୁ ଯିବିନି
ତୁମର କେତେ ଦୁଃଖ
ଜୀବନଟାତ ଅଢେଇ ଦିନ
ମୋର ଖାଲି ଲୋଡା ସୁଖ

Never give up learning Something new everyday

Never give up learning
Something new everyday
Most of are the repetitions
What come on your way



Monday, February 18, 2019

କିଏ ଲୁଟୁଥାଏ ଅନ୍ଯର କମାଇ

କିଏ ସେ ବୁଲଇ ବର୍ଷ ମାସ ଦିନ
କିଏ ସେ ବୁଲଇ ଜୀବନ ସାରା
କିଏ ଲୁଟୁଥାଏ ଅନ୍ଯର କମାଇ
କିଏ ଦେଉଥାଏ ଅନ୍ଯେ ସାହାରା




ତୁମେ ଆଖି
ମୁଁ  ପତା
ତୁମେ ପାଦ
ମୁଁ ଜୋତା









ପରର ଧନକୁ ଆପଣାର ଭାବି
ହଡପଇ ଯେଉଁ ନର
ନାରୀମାନେ ତାକୁ ଭଲ ପାଇଥାନ୍ତି
ତାକୁ ଦେବତାଙ୍କ ବଡ ଡର





Wednesday, February 13, 2019

ପ୍ରେମ ସିନା ସହେ ସହି ସୁଖ ପାଏ

ପ୍ରେମ ସିନା ସହେ
ସହି ସୁଖ ପାଏ
ପ୍ରେମ ନଜାଣଇ
ପର ଆପଣା
ଦେହର ପ୍ରେମତ
ଅଢେଇ ଦିନକୁ
ମନର ପ୍ରେମକୁ
ପଥ ଅଜଣା




Tuesday, February 12, 2019

Monday, February 11, 2019

ଆମ୍ବ ବଉଳର ମହକ

ଆମ୍ବ ବଉଳର ମହକ
ଶାଳ ଫୁଲର ବାସନା
ଯିଦି ଆଘ୍ରାଣରେ ଇଛା
ଗାଆଁ ଆଡେ ଟିକେ ଆସୁନା





Sunday, February 10, 2019

Each one , a flower with four petals

All are written in four lines
Some are in English ,some in Odia
Each one , a flower with four  petals
Enjoy like pana bidia




Saturday, February 9, 2019

Friday, February 8, 2019

Look better with a smile

As such you look good
Look better with a smile
When you use talent
That's is your best style






Wednesday, February 6, 2019

Tuesday, February 5, 2019

Doing what’s right
We are all in this together
Or,just adding to own account
Least bother about other




Monday, February 4, 2019

Sunday, February 3, 2019

ଗାଈଆଳ ଯଦି ନଜର ନ ରଖେ ଫସଲ ଖାଇବେ ଗୋରୁ

ଗୁରୁଙ୍କୁ ନେଇ ସିନା ଛାତ୍ର
ଛାତ୍ରଙ୍କୁ ନେଇ ନୁହେଁ ଗୁରୁ
ଗାଈଆଳ ଯଦି ନଜର ନ ରଖେ
ଫସଲ ଖାଇବେ  ଗୋରୁ







ବଗିଚାରେ ଯେବେ ଗୋଲାପ ଫୁଟେ
ଭାରି  ମନେ ପଡେ ତୁମ କଥା
ତୁମେତ ଥିଲ ଗୋଲାପୁ ସୁନ୍ଦର
ଯେବେ କୋଳେ ରଖୁଥିଲ ମଥା




Saturday, February 2, 2019

The breeze was getting cool It was a late winter evening

The breeze was getting cool
It was a late winter evening
The flowers were trying to sleep
The buds were whispering morning


All the Prizes are called a win

Big work deserves big prize
Small work gets small  pack
All the Prizes are called  a win

Arranged in the merit rack




Friday, February 1, 2019

ଜଳ ସବୁରି ଜୀଵନ ଧନୀ ହେଉକି ଗରିବ

ଜଳ ସବୁରି ଜୀଵନ
ଧନୀ ହେଉକି ଗରିବ
ସୂର୍ଯ ସର୍ବ ଶକ୍ତିର ଉତ୍ସ
ଥାଉ ପଶ୍ଚିମ ଅବା ପୂରୁବ