Saturday, March 2, 2024

ତୁମର ଅପଲକ ଚକ୍ଷୁ ବେନି ରବି ସୁଧାକର

ତୁମର ଅପଲକ ଚକ୍ଷୁ ବେନି ରବି ସୁଧାକର ଅବିରତ କରୁଣା ମୃଦ୍ୟୁ କିରଣ ପଡେ ଝରି ତୁମର ସମ୍ପୂର୍ଣ ନୀରବତା ନିବିଡ ଆଲିଙ୍ଗନ ଅବିରତ ପ୍ରେମ ସୁଧାରସ ହୃଦୟ ଦିଏ ଭରି

No comments:

Post a Comment