Sunday, March 3, 2024

ଭକ୍ତିର ଅକ୍ଷି ମୁଠାକୁ ଆଖି ଲୁହରେ ଭିଜେଇ

ଭକ୍ତିର ଅକ୍ଷି ମୁଠାକୁ ନୟନ ଜଳରେ ଭିଜେଇ ମନ ଯେଡ଼େ ଲାଭରେ ଶ୍ରୀକ୍ଷେତରେ ବୁଣିଥିଲା ଅଧାଗଢ଼ା ଦିଅଁକୁ ତା ଅମୃତ ଅପଲକ ଲୋଚନ ସ୍ୱୟଂ ପାଳଭୁତ ହୋଇ ଫସଲକୁ ଦିଗୁଣ କଲା

No comments:

Post a Comment