Wednesday, January 21, 2026

ଧନ ଜନ ବାଡ଼ି ବୃତ୍ତି ମୋତେ ଧରାଇ

ଧନ ଜନ ବାଡ଼ି ବୃତ୍ତି ମୋତେ ଧରାଇ ହେ କୃଷ୍ଣ ତୁମ୍ଭେ ହୋଇଲ ଅଧାଗଢା ଦେହ ମନ ବଚନ ଝୁରେ ଛନ୍ଦା ପାଦ ଯମ ଘୋଷାରେ ଅଭୟ ଚରଣ ବଢ଼ା

No comments:

Post a Comment