Friday, January 23, 2026

ହୃଦୟ କମଳ ପରମ ଅତିଥୀ

ତୁମ୍ଭେ ମୋର ହୃଦୟ କମଳ ପରମ ଅତିଥୀ ଜଗନ୍ନାଥ ଦାରୁବ୍ରହ୍ମ ଅଧାଗଢା ରୁକ୍ମଣୀ ପତି ତୁମ୍ଭ ଲୀଳା ସ୍ମରଣରେ ପ୍ରତିଟି କ୍ଷଣ ଅମୃତ ବଢ଼ା ଛନ୍ଦା ଚରଣ ଲୋଟିବି କରେ ବିନତି

No comments:

Post a Comment