Saturday, February 21, 2026

ବାତ୍ସଲ୍ୟ ମମତା ପରିପୂର୍ଣ୍ଣା ମହାଲକ୍ଷ୍ମୀ ଅଖିଳ ଜନନୀ

ବାତ୍ସଲ୍ୟ ମମତା ପରିପୂର୍ଣ୍ଣା ମହାଲକ୍ଷ୍ମୀ ଅଖିଳ ଜନନୀ ପତିଙ୍କୁ କହିବୁ ମାଆ ଗୋ ରଖିଥିବେ ଟିକେ କୃପା ଦୃଷ୍ଟି ତୋ ଭଳି ମହାବିଷ୍ଣୁ ପାଦ ପଦ୍ମରେ ସେବାରେ ମାନସ କେବେ ସମ୍ଭବ ନୁହେଁ ନ ହେଲେ ଅପଲକ କୃପା ବୃଷ୍ଟି

No comments:

Post a Comment