Tuesday, February 24, 2026

ତୁମ୍ଭ ଛନ୍ଦା ଚରଣକୁ ଅନୁସରି ହେ ଚକାଡୋଳା

ତୁମ୍ଭ ଛନ୍ଦା ଚରଣକୁ ଅନୁସରି ହେ ଚକାଡୋଳା ହେ ଅପଲକ ଦେଖୁନ କେମିତି ଗଲିଣି ମୁଁ ଝଡି ତୁମ୍ଭ ହୃଦୟରେ ସଦା ମା କମଳା ହେ ବ୍ରହ୍ମଦାରୁ ହେ କରୁଣା ସିନ୍ଧୁ ଥରେ ଦର୍ଶନ ଦିଅ ଏକ ଘଡି

No comments:

Post a Comment