Tuesday, March 31, 2026

ଯାହା ଉପରେ ପଡେ ବ୍ରହ୍ମଦାରୁ ଅପଲକ ଦୃଷ୍ଟି

ଯାହା ଉପରେ ପଡେ ବ୍ରହ୍ମଦାରୁ ଅପଲକ ଦୃଷ୍ଟି ସେ ଭାଗ୍ୟବାନର କର୍ମ ଧ୍ବଂସ ଯାଇ ହୁଏ ବ୍ରାହ୍ମଣ ଯାହାକୁ ଜନନୀ କମଳା ପଣତରେ ପୋଛିଦିଏ ଧନ୍ୟ ତାର ଜନ୍ମ ନର ତନୁ ଲଭେ ଛନ୍ଦା ଚରଣ

No comments:

Post a Comment