Sunday, March 29, 2026

ଇନ୍ଦ୍ରିୟ ବୁଲୁଥାଏ ଅଖିଳ ବ୍ରହ୍ମାଣ୍ଡ ସାରା

ଇନ୍ଦ୍ରିୟ ବୁଲୁଥାଏ ଅଖିଳ ବ୍ରହ୍ମାଣ୍ଡ ସାରା ଆତ୍ମା ଚୁମୁଥାଏ କମଳା ସେବିତ ପାଦ ଇନ୍ଦ୍ରିୟ ମୁଖିଆ ମନର ସାଥି ଷଢ଼ ରିପୁ ଆତ୍ମା ବିଭୋର ପିଇ ଭାଗବତ ଶ୍ରୀମଦ

No comments:

Post a Comment