Thursday, August 21, 2025

ଅପଲକ ଚକାଆଖି କୋଣରେ ଟିକେ ଠାରିଦେଲେ

ଅପଲକ ଚକାଆଖି କୋଣରେ ଟିକେ ଠାରିଦେଲେ ହେ ବ୍ରହ୍ମଦାରୁ ଅଧାଗଢା ବ୍ରହ୍ମାନନ୍ଦ ତରି ମୁଁ ଯାଆନ୍ତି ଦେହ ମନ ବଚନ ହୃଦୟ ଛନ୍ଦା ଚରଣରେ ଥୋଇ ହେ ପତିତପାବନ ତୋ ଲୀଳା କୀର୍ତ୍ତନ କରୁଥାନ୍ତି

No comments:

Post a Comment