Monday, August 25, 2025

ବହୁତ ଲୋଭି ହୋଇଗଲେ ଆପଣ ହେ ମଣିମା

ବହୁତ ଲୋଭି ହୋଇଗଲେ ଆପଣ ହେ ମଣିମା ଦେଖୁଛି ଏକରୁ ହୋଇଗଲଣି ଅଶେଷ ଅଶେଷ ଆଖିପତା ସ୍ଥିର କଲା ଭକ୍ତ ଭଗବାନଙ୍କ ସମ୍ପର୍କ ଛନ୍ଦା ପାଦରେ ରହୁ ମନ ହେଉ କୃପା ବିଶେଷ

No comments:

Post a Comment