Sunday, January 4, 2026

ଶ୍ରୀଜଗନ୍ନାଥ ଲୀଳାନିଧି

ଶ୍ରୀଜଗନ୍ନାଥ ଲୀଳାନିଧି ଶ୍ରୀପତି କୀର୍ତ୍ତନ ସୁଧା କିଞ୍ଚିତ କର୍ଣ୍ଣ ପିଇଲେ ରୁପକୁ ହୃଦ ଝୁରି ମରେ କାଳୀୟ ଦଳନ ଛନ୍ଦା ଚରଣ ପରମ ପାବନ ଥରେ ଆତ୍ମା ଛୁଇଁଲେ ଦେହ ବନ୍ଧନରୁ ତରେ

No comments:

Post a Comment