Thursday, February 5, 2026

ଶ୍ୟାମ ସମାନ ସୁନ୍ଦର ସଂସାରେ ନାହିଁ ଆଉ

ଶ୍ୟାମ ସମାନ ସୁନ୍ଦର ସଂସାରେ ନାହିଁ ଆଉ ତାଙ୍କ ଛନ୍ଦା ଚରଣରେ ଏହି ଆତ୍ମା ବସିଥାଉ ଶ୍ରୀଗୀତଗୋବିନ୍ଦ ଆଗମ ନିଗମର ଅପହଞ୍ଚ ପାଦ ଘୁଙ୍ଗୁର ଛିଡ଼ିବା ଯାଏ ଏହି ତୁଣ୍ଡ ଗାଉ

No comments:

Post a Comment