Sunday, February 15, 2026

ଅଥଳ ଅକୂଳ ଭଵ ସାଗରରେ ବୁଡି ଯାଉଥିଲି

ଅଥଳ ଅକୂଳ ଭଵ ସାଗରରେ ବୁଡି ଯାଉଥିଲି ଦୁଆରେ ସ୍ୱୟମ ଉଭା ହୋଇ ବଢ଼ାଇଲ ହାତ ବାଳ ଅରୁଣ କିରଣ ବସନ ଜୀବ କଣ୍ଠ ନିଶ୍ୱାସ ହେ ସାଇକୃଷ୍ଣ ଛନ୍ଦାପାଦରେ କୋଟି ଦଣ୍ଡବତ

No comments:

Post a Comment