Tuesday, February 10, 2026

କଳା ଭଅଁରରେ ତୋହର ପାଦ ରେଣୁ

କଳା ଭଅଁରରେ ତୋହର ପାଦ ରେଣୁ ଡେଣା ଗତିରେ ଗୁରୁ ଗମ୍ଭୀର ଗୁଣୁ ଗୁଣୁ ପୁଷ୍ପକୁ ରୋମାଞ୍ଚିତ ବ୍ରହ୍ମାନନ୍ଦରେ ଭରେ ତୁହି କୃଷ୍ଣ ଗୋପୀ ହୃଦରେ ପ୍ରେମ ବୁଣୁ

No comments:

Post a Comment