Tuesday, March 10, 2026

ଏତେ ମଣିଷ ଥାଉ ଥାଉ ଏହି ସଂସାରେ

ଏତେ ମଣିଷ ଥାଉ ଥାଉ ଏହି ସଂସାରେ ମୌନ ଚକାଡୋଳା ତୁମକୁ କଲି ଭରଷା ଏହି କାନ ଦୁଇରେ ଏତେ ଶୁଣିଛି ମହିମା ଛନ୍ଦା ଚରଣ ବାଞ୍ଛା କରିବନି ହେ ନିରାଶା

No comments:

Post a Comment