Sunday, March 15, 2026

ମୋତେ ଅଜଣା ତୁମ୍ଭର ବୈକୁଣ୍ଠ ଠିକଣା

ମୋତେ ଅଜଣା ତୁମ୍ଭର ବୈକୁଣ୍ଠ ଠିକଣା ଗରୁଡ ପଛରେ ବାହୁ ଶିଶୁ ତୋଳି କାନ୍ଦେ ମୋତେ ଅଦୃଶ୍ୟ କମଳା ସେବିତ ଚରଣ ସଂସାର ସାରା ବହୁତ ଖୋଜିଲି ଜଗନ୍ନାଥ

No comments:

Post a Comment