Saturday, March 21, 2026

ପୁରୁଷୋତ୍ତମର ସୁଖ ଶିରୀ ଶ୍ରୀଜଗନ୍ନାଥଙ୍କ ପ୍ରାଣ

ପୁରୁଷୋତ୍ତମର ସୁଖ ଶିରୀ ଶ୍ରୀଜଗନ୍ନାଥଙ୍କ ପ୍ରାଣ ମା ମହାଲକ୍ଷ୍ମୀ ତୋ କରରେ ବେନି ଛନ୍ଦା ଚରଣ ରେଣୁଏ ବୈକୁଣ୍ଠ ପାଦୁକା ଧୂଳି ଶିଞ୍ଚ ମୋ ଶିରେ ନିଜକୁ ଅଧାଗଢା କହି ନିରାଶ କଲେ ନାରାୟଣ

No comments:

Post a Comment