Sunday, May 25, 2025

ପ୍ରହଲ୍ଲାଦ କବଚ

ଏଣେ ଦେଖନ୍ତୁ ତେଣେ ଦେଖନ୍ତୁ ଯେଣେ ଦେଖୁଛ ଦେଖ ହେ ଜନକ ସବୁଠାରେ ନାରାୟଣ ନାରାୟଣ ନାରାୟଣ ପାଞ୍ଚ ଜନ୍ୟ ସୁଦର୍ଶନ ଗଦା ପଦ୍ମ ଶୋଭେ ଚାରି ଭୂଜରେ ହେ ଜନକ ନାରାୟଣ ହୃଦୟବାସୀ କର୍ତ୍ତା କର୍ମ କାରଣ

No comments:

Post a Comment