Tuesday, May 20, 2025

ମୋ ହୃଦୟରୁ କାଢି ଦେଇଛି ଷଡ ବିକାରକୁ

ମୋ ହୃଦୟରୁ କାଢି ଦେଇଛି ଷଡ ବିକାରକୁ ଆସ ଶାନ୍ତିରେ ଶୟନ କରିବ ହେ ଗିରିଧାରୀ ଉଦାର ଅପଲକ ଆଖି ପତା ନିଦରେ ନଇଁବ ଧୀରେ ଧୀରେ ପାଦ ଚିପବି ବିଶ୍ୱ ସେବାକାରୀ

No comments:

Post a Comment