Thursday, May 29, 2025

ତୋର ଉଦାର ପଣ କାହାକୁ ଅଜଣା

ତୋର ଉଦାର ପଣ କାହାକୁ ଅଜଣା ହେ ଗୋବିନ୍ଦ କରୁ ଯାହା ଉଠା ପକା ପାର୍ଥ ରଥ ସାରଥୀ ତୁହି ହୋଇଥିଲୁ ଆହାଃ କିଏ ନ ଜାଣେ ତୁ ଗିରିଟେକା

No comments:

Post a Comment