Friday, May 30, 2025

ଯାହା ଅନ୍ତରେ ଭକ୍ତି ଦେଇଛୁ ମାଆ ଗୋ

ଯାହା ଅନ୍ତରେ ଭକ୍ତି ଦେଇଛୁ ମାଆ ଗୋ ତୋ ପଦ୍ମ ପାଦରେ ମାଆ ପିନ୍ଧାଏ ପାଉଁଜି ମୁହିଁ ମହା ପାପୀ ଭକ୍ତିରେ ଅତି ଅରକ୍ଷିତ ପଣତ ଛାଇ ଲାଗି ଯାଏ ଚରଣେ ଆଉଜି

No comments:

Post a Comment