Tuesday, July 22, 2025

ପଦ୍ମନାଭରୁ କ୍ଷରିଲା ସକଳ ଜୀବ ଆଶ୍ରୟ

ପଦ୍ମନାଭରୁ କ୍ଷରିଲା ସକଳ ଜୀବ ଆଶ୍ରୟ ମଧୁମୟ ଅଖିଳ ବିଶ୍ୱ ଓଁକାର ବ୍ରହ୍ମନାଦରୁ ବାସୁଦେବ ମୁରଲୀ ଧ୍ୱନିରୁ ଅଖିଳ କ୍ଷରିଲା ବିଷ୍ଣୁ ବୈକୁଣ୍ଠ ବିଶ୍ୱ କ୍ଷରିଲା ଛନ୍ଦା ପାଦରୁ

No comments:

Post a Comment