Thursday, July 31, 2025

ନବଧା ଭକ୍ତିରୁ ଗୋଟିକରେ ବାନ୍ଧିଲେ

ନବଧା ଭକ୍ତିରୁ ଗୋଟିକରେ ବାନ୍ଧିଲେ ହେ କୃଷ୍ଣ ତୋତେ ମୁହିଁ ପାରନ୍ତି ଭେଟି କାମ କ୍ରୋଧ ଲୋଭ ମୋହ ମଦ ଅହଂ ଦୁର୍ଲଭ ମନୁଷ୍ୟ ଜନ୍ମକୁ କରିଲେ ମାଟି

No comments:

Post a Comment