Saturday, July 19, 2025

ପରମାଣୁ ଗୁଡିକୁ ଯିଏ ପ୍ରେମ ଫାସରେ ଭିଡିଲା

ପରମାଣୁ ଗୁଡିକୁ ଯିଏ ପ୍ରେମ ଫାସରେ ଭିଡିଲା ଏହି ପତିତ ନଜର ସଦା ତାଙ୍କ ଛନ୍ଦା ପାଦ ଆଡେ ଗରୁଡ ପଛରୁ ଚାହିଁଲେ ଯେଉଁ ମଧୁର ଚକାଆଖି ନଜର ପଡିଲେ ହୃଦୟ ପ୍ରେମ ସାଗରରେ ବୁଡ଼େ

No comments:

Post a Comment