Sunday, July 20, 2025

ନନ୍ଦ ନନ୍ଦନ ଛନ୍ଦାପାଦ ରଖିଲେ ହୃଦୟ ପଦ୍ମରେ

ନନ୍ଦ ନନ୍ଦନ ଛନ୍ଦାପାଦ ରଖିଲେ ହୃଦୟ ପଦ୍ମରେ ଘର ଅଗଣା ବସନ ସର୍ବାଙ୍ଗ ବାସେ ଚନ୍ଦନ ଚନ୍ଦନ ବଂଶୀ ଅଧରିଆ ଛନ୍ଦା ପାଦ ଲାଗିଲେ କପାଳରେ ସର୍ବାଙ୍ଗ ରୋମାଞ୍ଚିତ ହୁଏ ପୂର୍ଣ୍ଣିମା ଜୁଆର ସମାନ 🙏🙏🙏

No comments:

Post a Comment