Saturday, August 2, 2025

ତ୍ରିଭଙ୍ଗ ଠାଣିରେ ତୋର ଛନ୍ଦା ପୟର

ତ୍ରିଭଙ୍ଗ ଠାଣିରେ ତୋର ଛନ୍ଦା ପୟର ହେ କୃଷ୍ଣ ଯାହାର ହୋଇଅଛି ଆଶରା ଇହ କାଳ ହୋଇଯାଏ ନଗର କୀର୍ତ୍ତନ ହରେ କୃଷ୍ଣ ହରେ ରାମ ସୁଖ ପଶରା

No comments:

Post a Comment