Saturday, August 9, 2025

ଗୋବିନ୍ଦଙ୍କୁ ନବଧା ଭକ୍ତିରେ ବାନ୍ଧିବାକୁ ଯାଇଥିଲି

ଗୋବିନ୍ଦଙ୍କୁ ନବଧା ଭକ୍ତିରେ ବାନ୍ଧିବାକୁ ଯାଇଥିଲି ଖସରା ଯମୁନା ନଦୀ କୂଳରେ ଖସିଗଲା ଦି ପାଦ ଆକୁଳେ ଡାକିଲି ମୁରଲୀ ମୋହନ ବଂଶୀ ବଦନ ସୁଧାନିଧି କୃଷ୍ଣ ଆହାଃ କେଡେ ମଧୁର ବଂଶୀ ନାଦ

No comments:

Post a Comment