Sunday, August 3, 2025

କି ଯୋଗ ସାଧିବି ତୋତେ

କି ଯୋଗ ସାଧିବି ତୋତେ ଲଭିବାକୁ ଚଞ୍ଚଳ ମନ ଆକ୍ଷି କାନ ଏଣେ ତେଣେ କେବଳ ତୋ ଛନ୍ଦା ଚରଣ ଚିନ୍ତା କରି କୃଷ୍ଣ ତୋତେ ଖୋଜେ ସଂସାର ବଣେ

No comments:

Post a Comment