Monday, August 4, 2025

ଏହି ସଂସାର ଜଞ୍ଜାଳ ଉତ୍ତପ୍ତ ଲୋହର ଦଣ୍ଡ

ଏହି ସଂସାର ଜଞ୍ଜାଳ ଉତ୍ତପ୍ତ ଲୋହର ଦଣ୍ଡ ସ୍ପର୍ଶରେ ଦେହ ମନ ହୃଦୟ ଯାଉଅଛି ଜଳି କୋଟିସିନ୍ଧୁ ଗଭୀର ତୋ ବେନି ଚକାଡୋଳା କେବଳ କରୁଣା ଭରା ଉଦ୍ଧରିବୁ ବନମାଳୀ

No comments:

Post a Comment