Monday, March 9, 2026

ଏଡିକି ମଉନ କିମ୍ପାଇଁ କୁହ ହେ ବ୍ରହ୍ମଦାରୁ

ଏଡିକି ମଉନ କିମ୍ପାଇଁ କୁହ ହେ ବ୍ରହ୍ମଦାରୁ ସତରେ କି ନ ଶୁଣ ମୋ ଅନ୍ତର ବେଦନା ଚକାଡୋଳା ଭଳି କେହି ମୋତେ ଚାହେଁନା କିଏ ଆଉ ଘେନିବ ମୋ ଜୀବନ ଯାତନା

No comments:

Post a Comment