Monday, March 9, 2026

ଯେଉଁ ଛନ୍ଦା ଚରଣ ସ୍ପର୍ଶ ପାଇଁ ମନ ଅତ୍ୟନ୍ତ ବ୍ୟାକୁଳ

ଯେଉଁ ଛନ୍ଦା ଚରଣ ସ୍ପର୍ଶ ପାଇଁ ମନ ଅତ୍ୟନ୍ତ ବ୍ୟାକୁଳ ଯେଉଁ ପାଦ ସ୍ପର୍ଶ କରି ଆତ୍ମା ନୃତ୍ୟ କରେ ଅତି ସୁଖେ ସେହି ଦୁଇ ଚରଣ ମୋ ନିଜ ଜନନୀ କମଳା ହସ୍ତରେ ସେହି ଚରଣ ସ୍ପର୍ଶ ନ ପାଇ ରାମ କାନ୍ଦଇ ଅତି ଦୁଃଖେ

No comments:

Post a Comment