Monday, March 9, 2026

ହୃଦୟ ବୃନ୍ଦାବନରେ ତୁମ ଲାଗି ଅପେକ୍ଷା

ହୃଦୟ ବୃନ୍ଦାବନରେ ତୁମ ଲାଗି ଅପେକ୍ଷା ହେ ବାସୁଦେବ ହେ ଗୋବିନ୍ଦ ଥରେ ଆସ ଆତ୍ମା ଝୁରି ମରେ ଛନ୍ଦାପାଦରେ ଲୋଟିବ ହେ ବ୍ରହ୍ମଦାରୁ ହେ କୃଷ୍ଣ ନାହିଁ ଅନ୍ୟ ଶୋଷ

No comments:

Post a Comment