Monday, April 20, 2026

ମୋ ମନ ଇନ୍ଦ୍ରିୟ ସବୁ ଶୋଇ ପଡିଲେ

ମୋ ମନ ଇନ୍ଦ୍ରିୟ ସବୁ ଶୋଇ ପଡିଲେ ଆତ୍ମା ଖୋଜେ ଅଧାଗଢାଙ୍କ ଛନ୍ଦା ପାଦ ଖୋଜିବାର ସକଳ ବାଟ ସରି ଗଲାଣି ପାପୀ କାନକୁ ନ ଶୁଭିଲା ବଂଶୀ ନାଦ

No comments:

Post a Comment