Wednesday, April 22, 2026

ତୁଳସୀ ବୃକ୍ଷ ଉପରେ ବାନ୍ଧିଲି ଛିଦ୍ର ଜଳର ଠେକା

ତୁଳସୀ ବୃକ୍ଷ ଉପରେ ବାନ୍ଧିଲି ଛିଦ୍ର ଜଳର ଠେକା ରୋୖଦ୍ର ଉତ୍ତାପରେ ଲକ୍ଷ୍ମୀ ନାରାୟଣ କରିବେ ସ୍ନାନ କୃପା କରିବେକି ଅହଲ୍ୟା ଉଦ୍ଧାରକ ଜାନକୀ ପତି ଏହି ମହା ମୂଢ଼ ଭେଟିବ ଯଶୋଦାର ରଙ୍କୁଣୀ ଧନ

No comments:

Post a Comment