Thursday, April 23, 2026

ଆନନ୍ଦ ଆନନ୍ଦ ଅତିବ ଆନନ୍ଦ

ଆନନ୍ଦ ଆନନ୍ଦ ଅତିବ ଆନନ୍ଦ ବ୍ରହ୍ମାନନ୍ଦ ଗୋବିନ୍ଦ ଅମୃତ ବରଷା କେଶବ କୃଷ୍ଣ ନାମ ଲୀଳା କୀର୍ତ୍ତନ କାନ୍ଧରୁ ଖସିପଡ଼େ ପାଟ ପୀତାମ୍ବରୀ ଖଣ୍ଡୁଆ ପାଟ ଭକ୍ତ ମେଳରେ ନୃତ୍ୟ କରନ୍ତି ରୁକ୍ମଣୀ ପ୍ରାଣ ଧନ

No comments:

Post a Comment