Tuesday, April 21, 2026

ଅତି ପ୍ରଭାତରୁ ସପରିବାର ଆସିଅଛୁ ଶ୍ରୀପୁରୁଷୋତ୍ତମ

ଅତି ପ୍ରଭାତରୁ ସପରିବାର ଆସିଅଛୁ ଶ୍ରୀପୁରୁଷୋତ୍ତମ ଏଗାର ଇନ୍ଦ୍ରିୟ ଆତ୍ମା ଦେହ ଦେଖିବୁ ଆତ୍ମା ଦାରୁବ୍ରହ୍ମ ମନ ମୁନ କରି ଚେତନା ଉଜାଗରେ ଗୁନ୍ଥିଛି ହୃଦ ପଦ୍ମ ଭୁଜ ବିସ୍ତାରି ଘେନିଲେ ଅଧାଗଢା ସମ୍ପୂର୍ଣ୍ଣ ମନସ୍କାମ

No comments:

Post a Comment