Tuesday, February 18, 2025

ଅନନ୍ତ ବାସୁକୀ ଯେଉଁ ଶିରକୁ ସାତ ଫଣାରେ ଢାଙ୍କି ଅଛି

ଅନନ୍ତ ବାସୁକୀ ଯେଉଁ ଶିରକୁ ସାତ ଫଣାରେ ଢାଙ୍କି ଅଛି ତହିଁ ପରେ ରାଧା ପାଦ ଥୋଇ ଶ୍ରୀଗୋବିନ୍ଦ ବୋଲାଇଲୁ ନିରନ୍ତର ଜନନୀ ମହାଲକ୍ଷ୍ମୀ ଯେଉଁ ପାଦ ପଦ୍ମକୁ ସେବନ୍ତି ଏହି ଅରକ୍ଷିତକୁ ଲୁଚାଇ ଭକ୍ତ ଚନ୍ଦନ କେଡେ କପଟ କଲୁ

No comments:

Post a Comment