Sunday, February 16, 2025

ବଂଶୀଙ୍କ ବିନା କୃଷ୍ଣ ଅବା କୃଷ୍ଣ ବିନା ବଂଶୀ

ବଂଶୀଙ୍କ ବିନା କୃଷ୍ଣ ଅବା କୃଷ୍ଣ ବିନା ବଂଶୀ ସଜନୀରେ କିଏ କାହା ଲାଗି କହିଲୁ ଅଧୁରା ସତରେ ସେହି ଯୋଡି କେତେ ଯେ ନିଆରା କୁମୁଦ ଆଉ କଇଁ ଅବା କମଳ ଆଉ ସିନ୍ଦୁରା

No comments:

Post a Comment