Thursday, February 13, 2025

ମୋ ଭାବରେ ଥାଅ ମୋ ଆଗରେ ଥାଅ

ମୋ ଭାବରେ ଥାଅ ମୋ ଆଗରେ ଥାଅ ନିରନ୍ତର ଗୋବିନ୍ଦ ହେ ଥାଅ ହୃଦୟରେ ମୋ ଚକ୍ଷୁ ଦୁଇ ଦେଖୁଥାଉ ବଂଶୀବଦନ ଗୋବିନ୍ଦ ହେ ଉଭୟ ସମ୍ପଦ ବିପଦରେ

No comments:

Post a Comment