Tuesday, February 18, 2025

ଓହୋଃ କେଡେ ଭାଗ୍ୟରେ ତୋର ଓଡ଼ିଆ

ଓହୋଃ କେଡେ ଭାଗ୍ୟରେ ତୋର ଓଡ଼ିଆ ତୋ ଜଗନ୍ନାଥ ସଂସାରରେ ସବୁଠୁଁ ବଢିଆ ନୟନ ବୁଜିଲେ ହୃଦୟରେ ସଦା ହସୁଥାଏ ତୋ ଜଗନ୍ନାଥଙ୍କର ସବୁଠୁଁ ସୁନ୍ଦର ଟାହିଆ

No comments:

Post a Comment