Friday, February 21, 2025

ଓଡିଶୀ ପାଦରେ ଘୁଙ୍ଗୁର ମାଳା ସବୁ ଅଧୀର ହେଲେ

ଓଡିଶୀ ପାଦରେ ଘୁଙ୍ଗୁର ମାଳା ସବୁ ଅଧୀର ହେଲେ ଶ୍ରୀଗୀତଗୋବିନ୍ଦ ରସିକ ହେ କାହିଁ ରହିବ ମଧୁସୂଦନ ଅନନ୍ତ ଶୟନ ତେଜି ଅବଶ୍ୟ ଆସିବ କମଳା ସହିତ କେବଳ ତୁମ ଲାଗି ସଜାଇ ବସିଛି ଏ ହୃଦୟ ସଦନ

No comments:

Post a Comment