Monday, May 12, 2025

ଚନ୍ଦନ ପୂର୍ଣ୍ଣିମା 12/05/2025

ଆଜି ସେହି ମହାନ ପୂଣ୍ୟ ତିଥି ପୂର୍ଣ୍ଣ ବ୍ରହ୍ମଙ୍କର ଚନ୍ଦନ ପୂର୍ଣ୍ଣିମାର ଯାତ ବିରାଟ ରାଜନ କୃଷ୍ଣ ବଳରାମଙ୍କୁ ଚନ୍ଦନ ଜଳରେ କରାଇଥିଲେ ସ୍ନାନ ପାଞ୍ଚ ପାଣ୍ଡବଙ୍କର ପିଣ୍ଡ ପରାଣ ଚନ୍ଦନ ବୋଳି ହୁଅନ୍ତି ଭକତ ହସ୍ତରେ ବାସନ ବାସନା ଥୋଇ ଆସ ସହିରେ ଦେଖିବାକୁ ମନ ମୋର ଉତ୍ସନ୍ନ

No comments:

Post a Comment