Monday, May 12, 2025

ସକଳ ହୃଦୟରେ ଯେଉଁ ଓଁ ନମୋ ନାରାୟଣ ଗୋବିନ୍ଦ ବସନ୍ତି

ସକଳ ହୃଦୟରେ ଯେଉଁ ଓଁ ନମୋ ନାରାୟଣ ଗୋବିନ୍ଦ ବସନ୍ତି ଦିବା ରଜନୀ ଯେଉଁ ଦେବ ଦେବ ମହାଦେବ କରୁଥାନ୍ତି ଯୋଗ ସଦା ଜୀବନ ଯାତ୍ରା ପଥରେ ବିଜୟୀ ହୁଅ କଲ୍ୟାଣୀ ସାଇସୁଧା ଭକ୍ତ ବତ୍ସଳ କୃଷ୍ଣ ବାସୁଦେବ ତୋ ହସ୍ତରୁ ଗ୍ରହଣ କରନ୍ତୁ ଭୋଗ

No comments:

Post a Comment