Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Sunday, May 4, 2025
ଓଁ ଶ୍ରୀ ସାଇରାମ ଲୀଳା ଶୁଭ ବାର୍ତ୍ତା ଓଁ ସାଇରାମ
ଓଁ ଶ୍ରୀ ସାଇରାମ ପ୍ରାଣ ପ୍ରଦାତା ଓଁ ଶ୍ରୀ ସାଇରାମ
ଓଁ ଶ୍ରୀ ସାଇରାମ ପ୍ରାରବ୍ଧ ଖଣ୍ଡନ ଓଁ ଶ୍ରୀ ସାଇରାମ
ଓଁ ଶ୍ରୀ ସାଇରାମ ଆରୋଗ୍ୟ ପ୍ରଦାତା ଓଁ ସାଇରାମ
ଓଁ ଶ୍ରୀ ସାଇରାମ ବିପଦ ଭଞ୍ଜନ ଓଁ ଶ୍ରୀ ସାଇରାମ
ଓଁ ଶ୍ରୀ ସାଇରାମ ପାଦ ଚିହ୍ନ ମୁକ୍ତି ମାର୍ଗ ସାଇରାମ
ଓଁ ଶ୍ରୀ ସାଇରାମ ବିଭୁତି ଆନନ୍ଦ ବିଭବ ସାଇରାମ
ଓଁ ଶ୍ରୀ ସାଇରାମ ମଙ୍ଗଳ ଉଚ୍ଚାରଣ ଓଁ ସାଇରାମ
ଓଁ ଶ୍ରୀ ସାଇରାମ ଲୀଳାମୟ ଆଵୃତ୍ତି ଓଁ ସାଇରାମ
ଓଁ ଶ୍ରୀ ସାଇରାମ ସୁସ୍ବପ୍ନ ଦର୍ଶନ ଓଁ ଶ୍ରୀ ସାଇରାମ
🙏🙏🙏
Subscribe to:
Post Comments (Atom)

No comments:
Post a Comment