Monday, May 12, 2025

ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ

ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଆଲୋ ସଖି କହ କହ ହଁ ସଖି କହ କହ କାହିଁ ପ୍ରଭୁଙ୍କ ବାସ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ବାମ ଆଖି ପତା ଫରକେ ଦର୍ଶନ ଦେବେକି ଜାନକୀ ଇଶ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ମୁଁ କେଉଁ ବ୍ରତ କଲେ ଭେଟିବି କେଉଁ ତୀର୍ଥ ଗଲେ ଭେଟିବି ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଓଁ ଶ୍ରୀରାମ ଚନ୍ଦ୍ରାୟ ଆଖି ଲୁହରେ ଧୋଇ ପଦ୍ମପାଦ ଆନନ୍ଦ ସାଗରରେ ଭାସିବି

No comments:

Post a Comment